ସାବରମତୀରୁ ମିଳିଲା କରୋନା ଭୂତାଣୁ

ଅହମଦାବାଦ : ଦେଶରେ କରୋନାର ଦ୍ବିତୀୟ ଲହର କମିବାରେ ଲାଗିଛି। କିନ୍ତୁ କରୋନାକୁ ନେଇ ନୂଆ ନୂଆ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଗୁଜରାଟର ସାବରମତୀ ନଦୀରେ କରୋନା ଭୂତାଣୁ ମିଳିବା ଅନେକଙ୍କ ଚିନ୍ତା ବଢ଼ାଇ ଦେଇଛି। ନଦୀର ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ‌ଏଥିରେ ୨୫ ପ୍ରତିଶତ ପାଣିରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। କେବଳ ସାବରମତୀ ନଦୀ ନୁହେଁ, ଅହମଦାବାଦର ଦୁଇଟି … Continue reading ସାବରମତୀରୁ ମିଳିଲା କରୋନା ଭୂତାଣୁ